ଶତ ଧୌତ
ଦେଖଣା
ଶତ ଧୌତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଶହେଥର ଧୁଆ ଯାଇଥିବା (ଘୃତ) — (ghee) Washed with water a hundred times.
[ଦ୍ରଷ୍ଟବ୍ୟ —ଘୃତକୁ ଶତବାର ଉତ୍ତପ୍ତ କରି ଶୀତଳ ଜଳରେ ନିର୍ବାପିତ କଲେ କିମ୍ୱା ଘତକୁ ଶତବାର ଶୀତଳ ଜଳରେ ମନ୍ଥନ କରି ଧୋଇଲେ ତାହାକୁ 'ଶତଧୌତ ଘୃତ' ବୋଲାଯାଏ ଏହା ମାଲିସ କଲେ ଦାହ, କ୍ଷତ, ବିନ୍ଧା ଓ ବାତର ଉପଶମ ହୁଏ ]