ଶତ ପଦ
ଦେଖଣା
ଶତ ପଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଶତ ଅଟେ ପଦ= ପ୍ରକୋଷ୍ଠ ଯାହାର)
[ସମ୍ପାଦନା]- ୧. (ଜ୍ୟୋତିଷ) ଶିଶୁର ନାମକରଣାର୍ଥ ପ୍ରଥମ ବର୍ଣ୍ଣ ସୂଚକ ଶତ ପ୍ରକୋଷ୍ଠାଯୁକ୍ତ ଚକ୍ର ବିଶେଷ; ନାମଦ୍ୱାରା ନକ୍ଷତ୍ର ଜ୍ଞାପକ ଚକ୍ରବିଶେଷ —୧. An astrological circle with ୧୦୦ compartments drawn for the purpose of given name to a child.
[ଦ୍ରଷ୍ଟବ୍ୟ —ଶିଶୁର ନାମକରଣ ସମୟରେ ଏ ଚକ୍ରରେ ଥିବା ଅକ୍ଷରମାନଙ୍କ ଅନୁସାରେ ଶିଶୁର ନାମ ରଖାଯାଏ]
- ୨. ଶତ ପଦୀ (ଦେଖ) - —୨. Ṡatapadī (See)