Jump to content

ଶତ ପାଦ

ଉଇକିଅଭିଧାନ‌ରୁ

ଶତ ପାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବହୁବ୍ରୀହି; ଶତ+ପାଦ)

[ସମ୍ପାଦନା]
୧. ତିନ୍ତୁଳିଆ ବିଛା — ୧. Centipede.
୨. କାନକୁଟୁଳି ବିଛା; କର୍ଣ୍ଣ— ଜଳୌକା —୨. Nereis.
୩. ବୃଶ୍ଚିକ ବର୍ଗୀୟ ପ୍ରାଣୀ — ୩. The myriapoda.
୪. (ବୈଦିକ) କାକୋଳୀ — ୪. A medicinal root; Cocculus Indicus.