Jump to content

ଶତ ରୁଦ୍ରୀ

ଉଇକିଅଭିଧାନ‌ରୁ

ଶତ ରୁଦ୍ରୀ

ଉଚ୍ଚାରଣ

[ସମ୍ପାଦନା]

[ଶତରୁଦ୍ରୀୟ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯଜ୍ଞର ହବିଃ (ହିନ୍ଦୀ - ଶ) —୧. The ghee intended for bedic sacrifice.
୨. ଯଜୁର୍ବେଦର ଅଂଶବିଶେଷ, ଯହିଁରେ ରୁଦ୍ରଙ୍କ ସ୍ତୋତ୍ର ଅଛି —୨. A portion of the J̄ajurbeda containing a hymn to the Rudra Deity.
୩. ଉକ୍ତ ଅଂଶରେ ଥିବା ରୁଦ୍ର ସ୍ତୋକ୍ର —
୩. A hymn of the j̄ajurbeda.

[ଦ୍ରଷ୍ଟବ୍ୟ — ଏହାକୁ ପାଠ କରି ରୁଦ୍ରାଭିଷେକ କରାଯାଏ]