Jump to content

ଶତ ରୂପା

ଉଇକିଅଭିଧାନ‌ରୁ

ଶତ ରୂପା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶତ ଅଟେ ରୂପ ଯାହାର; ଶତ+ରୂପ+ସ୍ତ୍ରୀ ଆ)

[ସମ୍ପାଦନା]
୧. ସାବିତ୍ରୀ; ବ୍ରାହ୍ମଣୀ —୧. The wife of Brahmā.
୨. ବ୍ରହ୍ମାଙ୍କ ଏକ ମାନସୀ କନ୍ୟା ଓ ସ୍ୱାୟମ୍ଭବ ମନୁଙ୍କ ମାତା —୨. The mother of swāyambhuba Manu.

[ଦ୍ରଷ୍ଟବ୍ୟ —ବିଷ୍ଣୁପୁରାଣରେ ଲେଖା ଅଛି ଯେ ଏ ସ୍ୱାୟମ୍ଭୁବ ମନୁଙ୍କ ପତ୍ନୀ ଥିଲେ]