Jump to content

ଶତ ଶୀର୍ଷ

ଉଇକିଅଭିଧାନ‌ରୁ

ଶତ ଶୀର୍ଷ

ଉଚ୍ଚାରଣ

[ସମ୍ପାଦନା]
(ଶତଶୀର୍ଷା—ସ୍ତ୍ରୀ) 

ସଂସ୍କୃତ - ବି—(ବହୁବ୍ରୀହି)

[ସମ୍ପାଦନା]
୧. ବିଷ୍ଣୁ —୧. Bishṇu.
୨. ରାମାୟଣ ବର୍ଣ୍ଣିତ ଅଭିମନ୍ତ୍ରିତ ଅସ୍ତ୍ରବିଶେଷ — ୨. Name of a consecreted weapon.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଶତ ମସ୍ତକଯୁକ୍ତ — Hundred-headed.