Jump to content

ଶତ ଶୃଙ୍ଗ

ଉଇକିଅଭିଧାନ‌ରୁ

ଶତ ଶୃଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଶତ ଅଟେ ଶୃଙ୍ଗ ଯାହାର)

[ସମ୍ପାଦନା]
୧. ଶହେ ଶୃଙ୍ଗ ବିଶିଷ୍ଟ —୧. Having ୧୦୦ peaks.
୨. ଅସଂଖ୍ୟା ଶିଖାଯୁକ୍ତ —୨. Having many peaks or heads.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପର୍ବତବିଶେଷ —Name of a mountain.

[ଦ୍ରଷ୍ଟବ୍ୟ —ଏହି ଶୈଳ ମହୀଶୂର ନିକଟସ୍ଥ କୋଲର ନିକଟରେ ଅବସ୍ଥିତ ଏ ପର୍ବତସ୍ଥ ଦେବକୀର୍ତ୍ତି ବିଷୟ ଶତଶୃଙ୍ଗ ମାହାତ୍ମ୍ୟରେ ବର୍ଣ୍ଣିତ ହୋଇଅଛି— ବିଶ୍ୱକୋଷ]