Jump to content

ଶନି ଦଶା

ଉଇକିଅଭିଧାନ‌ରୁ

ଶନି ଦଶା

ଉଚ୍ଚାରଣ

[ସମ୍ପାଦନା]

(ଶନିମହାଦସା—ଅନ୍ୟରୂପ)

=== ସଂସ୍କୃତ - ବିଶେଷ୍ୟ -

୧. ଜାତକରେ ଶନିଙ୍କର ପ୍ରଭାବ ପଡ଼ିଲେ ଘଟିବା ଅବସ୍ଥା—(ଶନି ତଳେ ନୋଟ ଦେଖ) — ୧. The condition of a person due to the planet Saturn (See the notes under Ṡani)
୨. ଅଭାବ ଓ ଦୁଃଖମୟ ଅବସ୍ଥା —୨. A time of want and misery.