ଶନି ସପ୍ତା
ଦେଖଣା
ଶନି ସପ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶନି ସପ୍ତା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମନୁଷ୍ୟରଜନ୍ମ ରାଶିଠାରୁ ୭ମ, ୮ମ ଓ ୯ମ ରାଶିରେ ଶନିଗ୍ରହ ରହିବାର କାଳ ୭/?/ ବର୍ଷ— (ଏହା ଅଶୁଦ୍ଧ) —The time when the saturn is on the ୭th, ୮th and ୯th houses from a man's natal sign.
[ଦ୍ରଷ୍ଟବ୍ୟ —ଶନି ତଳେ ନୋଟ ଦେଖ ଏ ସମ୍ୱନ୍ଧରେ 'ଶନିସପ୍ତା ଯମର ବୁତ୍, ଛଡ଼ାଇ ନିଏ କୋଡ଼ର ପୁତ୍' ବୋଲି ଗୋଟିଏ ଖନାବଚନ ଅଛି]