ଶନି ସାଡ଼େ ସାତି
ଦେଖଣା
ଶନି ସାଡ଼େ ସାତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶନି ସାଡ଼େ ସାତି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଶନି ତଳେ ନୋଟ ଦେଖ)— ଜାତକର ଜନ୍ମ ରାଶିଠାରୁ ୧୨ଶ, ଜନ୍ମ ବା ୧ମ ଓ ୨ୟରେ ଶନି ଗ୍ରହର ଥିବା କାଳ ୭/?/ ବର୍ଷ (ଏହା ଅଶୁଭକାଳ) —A period of ୭ ୧/୨ years in a man's life when the planet Saturn is on the ୧୨th and the ୨nd and the first sings from a man's natal sign.