Jump to content

ଶନୈଃ ପନ୍ଥା ଶନୈଃ ପନ୍ଥା ଶନୈଃ ପର୍ବତ ଲଘଂନ

ଉଇକିଅଭିଧାନ‌ରୁ

ଶନୈଃ ପନ୍ଥା ଶନୈଃ ପନ୍ଥା ଶନୈଃ ପର୍ବତ ଲଘଂନ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Ṡan&aline;i̱ḥ pantha ṡan&aline;i̱ḥ pantha parbata laṅghanṁ
  • ଆଇ.ପି.ଏ. — ʃˈʌnojh pˈʌntʰa ʃˈʌnojh pˈʌntʰa ʃˈʌnojh pˈʌɾbʌtˌo lʌɡʰˈʌŋnɔ

ସଂସ୍କୃତ - ଶ୍ଲୋକାଂଶ ପ୍ରବଚନ

[ସମ୍ପାଦନା]

କ୍ରମଶଃ ଅଳ୍ପ ବାଟ ଚାଲି ଚାଲି ଶେଷରେ ପର୍ବତ ଲଘନ କରାଯାଇପାରେ —A Sanskrit proverb meaning-Climb slowly and you will surmountain.

[ଦ୍ରଷ୍ଟବ୍ୟ —ଏହାର ସମଭାବାର୍ଥକ ଓଡ଼ିଆ ପର୍ବଚନ 'ଧୀର ପାଣି ପଥର କାଟେ' ଓ ସମଭାବାର୍ଥକ ଇଂରାଜୀ ପ୍ରବଚନ —'Slow and steadywins the race.

ଏଥିର ପୂର୍ଣ୍ଣଶ୍ଲୋକ—ଶନୈଃପନ୍ଥା ଶନୈଃପନ୍ଥା ଶନୈଃ ପର୍ବତ ଳଗନମ୍ ଶନୈଃକର୍ମତକର୍ମ ଏତେ ପଞ୍ଚ ଶନୈଃ ଶନୈଃ

ଏଥିର ଅର୍ଥ:—ପଥ ଅତିକ୍ରମ, ଭଲ ଲୁଗାର କନ୍ଥାରେ ପରିଣତସ ପର୍ବତଲଘନ କର୍ମ ଓ ଧର୍ମ, ୫ଟି କର୍ମଧୀରେ ଧୀରେ ସାଧିତ ହୁଏ—ସୁବଳଚନ୍ଦ]