Jump to content

ଶପ

ଉଇକିଅଭିଧାନ‌ରୁ

ଶପ

ଉଚ୍ଚାରଣ

[ସମ୍ପାଦନା]

ଶପଚଟା(ଟେ)ଇ, ଶପ ମସି(ଶି)ଣା, ଶପ ମସୁ(ଶୁ)ଣୀଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶପ୍ତ=ତୃଣ ବିଶେଷ; ତୁଳ ଆରବୀ - ସପ୍=ଶପ ମସିଣା, ଆସନ)

[ସମ୍ପାଦନା]

ତୃଣ ବିଶେଷଦ୍ୱାରା ବୁଣା ହୋଇଥିବା ମସିଣା —A mat woven with a sort of reed.

ସଂସ୍କୃତ - ବିଶେଷ୍ୟ - (ଶପ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଗାଳି ଦେବା; ଭତ୍ସନ (ବିଶ୍ୱକୋଷ) — ୧. Rebuking.
୨. ଶପଥ (ବିଶ୍ୱକୋଷ) — ୨. oath.