ଶପୋଟ
ବନ୍ଧାବନ୍ଧି କରି ନିବାଡ଼ କରିବା —Tightening.
[ଉ—ଅଣଛଞ୍ଚାଅଣପୋଛାହୋଇଛି ଶପୋଟ, ଅଣଘଷ ଅଣଲିପା ହୋଇଛି ଚୈପଟ— ପ୍ରାଚୀ, ବ୍ରହ୍ମନିରୂପଣଗୀତା]