Jump to content

ଶପ୍ତ

ଉଇକିଅଭିଧାନ‌ରୁ

ଶପ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶପ୍ ଧାତୁ+କର୍ମ. ତ)

[ସମ୍ପାଦନା]

ଶାପଗ୍ରସ୍ତ; ଶାପଶପ୍ତ — Cursed.

ବିଶେଷ୍ୟ - (+ଭାବ. ତ)

[ସମ୍ପାଦନା]
୧. ଧର୍ମତଃ ଅଙ୍ଗୀକାର —୧. Solemn promise; a promise made on oath.
୨. ଉଳୁପ; ତୃଣ— ବିଶେଷ; [ଦ୍ରଷ୍ଟବ୍ୟ —ଏହି ମେଦିନୀପୁର ଅଞ୍ଚଳରେ ଜନ୍ମେ ଏଥିରୁ ଶପ ମସିଣା ବୁଣାଯାଏ ମେଦିନୀପୁରରେ ଓ ବଙ୍ଗଦେଶରେ ଏହାକୁ 'ଉଲୁଖଡ଼' ବୋଲାଯାଏ] — ୨. A kind of grass, the stalks of which are woven into fine mats; Saccharum Cylindricum; Imperata Arundinacea.