Jump to content

ଶଫର

ଉଇକିଅଭିଧାନ‌ରୁ

ଶଫର

ଉଚ୍ଚାରଣ

[ସମ୍ପାଦନା]
(ଶଫରା—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଫ=ଖୁରା+ର ଧାତୁ=ଦାନ କରିବା+କର୍ତ୍ତୃ. ଅ)

[ସମ୍ପାଦନା]

ଶଫରୀ; ପ୍ରୋଷ୍ଠୀ ମତସ୍ୟ; କେରାଣ୍ଡି ମାଛ — A tiny species of carp; Cyprina Chrysophanus; Cyprinus Sophoria; Barbus Chola; a species of shiner fish.

(କେରାଣ୍ଡି ଦେଖ)