ଶବଦହନାଶୌଚ
ଦେଖଣା
ଶବଦହନାଶୌଚ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶବଦାହକ୍ରିୟାରେ ନିଯୁକ୍ତ ବ୍ୟକ୍ତିମାନଙ୍କର ଦୈହିକ ଅଶୁଦ୍ଧ —Impurity of a person's body owing to his having taken part in the cremation of a corpse.
[ଦ୍ରଷ୍ଟବ୍ୟ —ହିନ୍ଦୁସ୍ମୃତି ମତରେ ଗୋତ୍ରୀୟ ବ୍ୟକ୍ତି ଦଶରାତ୍ର, ନିକଟା— ତ୍ମୀୟର ଦାହକ୍ରିୟା କରିଥିବା ବ୍ୟକ୍ତି ତ୍ରରାତ୍ର ଓ ଦୂର ସମ୍ପର୍କୀୟ ବ୍ୟକ୍ତିର ଶବଦହନକାରୀ ବ୍ୟକ୍ତି ଏକ ଦିନ ମାତ୍ର, ଅଶୌଚ ପାଳନ କରିବେ]