Jump to content

ଶବଦାହକ

ଉଇକିଅଭିଧାନ‌ରୁ

ଶବଦାହକ

ଉଚ୍ଚାରଣ

[ସମ୍ପାଦନା]

(ଶବଦାହୀ—ଅନ୍ୟରୂପ)

[ଶବଦାହିକା, ଶବଦାହିନୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଂ. (ଶବ+ଦହ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ମୁର୍ଦ୍ଦାର ପୋଡ଼େ —One who cremates the dead body.