Jump to content

ଶବବାହକ

ଉଇକିଅଭିଧାନ‌ରୁ

ଶବବାହକ

ଉଚ୍ଚାରଣ

[ସମ୍ପାଦନା]

ଶବବାହୀ, ଶବୋଦ୍ଦହଅନ୍ୟରୂପ

(ଶବବାହିକା, ଶବବାହିନୀ, ଶବୋଦ୍ଦହା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଂ. (ଶବ+ବହ ଧାତୁ+କର୍ତ୍ତ. ଅକ)

[ସମ୍ପାଦନା]

ମଡ଼ାସାଙ୍ଗିଆ; ଯେଉଁ ବ୍ୟକ୍ତି ଶବକୁ ସଂସ୍କାରପାଇଁ ଶ୍ମଶାନକୁ ନିଅନ୍ତି —Corpse-carrier; under-taker.