Jump to content

ଶବଭବନ

ଉଇକିଅଭିଧାନ‌ରୁ

ଶବଭବନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶବ ଓ ଭବନ)

[ସମ୍ପାଦନା]
୧. (ମୁସଲମାନ ଓ ଖ୍ରୀଷ୍ଟୀୟାନମାନଙ୍କର) ଶବକ୍ଷୋ ଗୃହ; ଯେଉଁ ଘରେ ମୁର୍ଦ୍ଦାରମାନଙ୍କୁ ସାଇତାହୋଇ ରଖାଯାଏ — The house in which dead bodies are preserved; sepulchre.
୨. କବରଖାନା —୨. Graveyard.

(ଉ—ଯବନଜାତି ଶବଭବନ ହେବା ଗ୍ରାବକୂଟକୁ ନମସ୍କାରରୁ ରେ—କବିସୂର୍ଯ୍ୟ ସଙ୍ଗାତ)

[ଦ୍ରଷ୍ଟବ୍ୟ —ଆପ୍ରିକାର ମିଶରଦେଶ ଥିବା ପିରାମିଡ଼୍ମାନ ଶବଭବନ ଅଟେ]