ଶବଳ
ଦେଖଣା
ଶବଳ
ଉଚ୍ଚାରଣ
[ସମ୍ପାଦନା](ଶବଳା[ଳୀ]—ସ୍ତ୍ରୀ)
[ଶବଳତା(ତ୍ୱ)—ବି]
ସଂସ୍କୃତ - ବିଶେଷଣ - (ଶବ୍ ଧାତୁ+କର୍ତ୍ତୃ. ଅଳ)
[ସମ୍ପାଦନା]କର୍ବୁର ବର୍ଣ୍ଣ; ନାନା— ବର୍ଣ୍ଣଯୁକ୍ତ; ହରରଙ୍ଗୀ —Variegated.
ବିଶେଷ୍ୟ -
[ସମ୍ପାଦନା]- ୧. ନାନାବର୍ଣ୍ଣର ସମାବେଶ —୧. Variegated colour.
- ୨. ନାଗବିଶେଷ (ହିନ୍ଦୀ - ଶ) — ୨. Name of mythological Nāga.
- ୩. ଗନ୍ଧତୃଣ (ହିନ୍ଦୀ - ଶ) —୩. A kind of scented grass.
- ୪. ଚିତ୍ରକ; ଚିତାଗୁଳ୍ମ (ହିନ୍ଦୀ - ଶ) —୪. Plumbago Zeylanica.
- ୫. ଜଳ; ପାଣି (ହିନ୍ଦୀ - ଶ) —୫. Water.