ଶବଳା
ଦେଖଣା
ଶବଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶବଳ+ଆ, ଈ)
[ସମ୍ପାଦନା]- ୧. ନାନାବର୍ଣ୍ଣଯୁକ୍ତା— ଗାଭୀ —୧. A cow of variegated colour.
- ୨. ବଶିଷ୍ଠଙ୍କ କାମଧେନୁ —୨. Name of Baṡishṭha's cow; name of a fabulous cow belonging to Baṡishṭha.
[ଦ୍ରଷ୍ଟବ୍ୟ —ଏହି କାମଧେନୁକୁ ନେବାପାଇଁ ଗାଧିରାଜ ପୁତ୍ର ମହାରାଜ ବିଶ୍ୱାମିତ୍ର ବଶିଷ୍ଠଙ୍କୁ ମାଗିଲେ କିନ୍ତୁ ବଶିଷ୍ଠ ଦେବାକୁ ଅସମ୍ମତ ହେବାରୁ ବିଶ୍ୱାମିତ୍ର ତାହାଙ୍କ ସହିତ ଯୁଦ୍ଧରେ ପ୍ରବୃତ ହେଲେ ଶବଳା ଅସଂଖ୍ୟ ସୈନ୍ୟ ପ୍ତସବକରିବାରୁ ବିଶ୍ୱାମିତ୍ର ଶେଷରେ ପରାସ୍ତ ହୋଇ ଫେରିଗଲେ]
(ବଶିଷ୍ଠ ତଳେ ନୋଟ ଦେଖ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ବିବିଧବର୍ଣ୍ଣ ବିଚିତ୍ରିତା (ସ୍ତ୍ରୀ) —Variegated (feminine).
[ଉ—ବଳାହକ ବେସୀ ନେତ୍ର ଶବଳା—ଭଞ୍ଜ. ବୈଦେହୀଶବିଳାସ]