Jump to content

ଶବଳିତ

ଉଇକିଅଭିଧାନ‌ରୁ

ଶବଳିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶବଳ+ଇତ)

[ସମ୍ପାଦନା]
୧. ମିଶ୍ରିତ (ହିନ୍ଦୀ - ଶ) — ୧. Mixed together.
୨. କର୍ବୂର ବର୍ଣ୍ଣ ବିଶିଷ୍ଟ (ବିଶ୍ୱକୋଷ) —୨. Variegated.