Jump to content

ଶବଳ ଚେତନ

ଉଇକିଅଭିଧାନ‌ରୁ

ଶବଳ ଚେତନ

ଉଚ୍ଚାରଣ

[ସମ୍ପାଦନା]
(ଶବଳଚେତନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]
୧. ପୀଡ଼ା ବା କଷ୍ଟ ଆଦି କାରଣରୁ ବିଶେଷ ଅସ୍ଥିରମତି (ହିନ୍ଦୀ - ଶ) —୧. Restless in mind owing to sickness or trouble.
୨. ସନ୍ତପ୍ତ ବା ବ୍ୟଥିତ ହେବା ଯୋଗୁଁ ଅନ୍ୟମନସ୍କ —୨. Inattentive owing to grief or trouble.