Jump to content

ଶବାନୁଯାତ୍ରିକ

ଉଇକିଅଭିଧାନ‌ରୁ

ଶବାନୁଯାତ୍ରିକ

ଉଚ୍ଚାରଣ

[ସମ୍ପାଦନା]

(ଶବାନୁଯାତ୍ରୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଂ. (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଶବବାହକ ବ୍ୟକ୍ତି —୧. Carriers of a corpse.
୨. ଯେଉଁ ବ୍ୟକ୍ତିମାନେ ଶବସଙ୍ଗେ ଶ୍ମଶାନକୁ ଯାଆନ୍ତି —୨. Followers of a dead body to the cremation ground or burial.