Jump to content

ଶବାରୂଢ଼

ଉଇକିଅଭିଧାନ‌ରୁ

ଶବାରୂଢ଼

ଉଚ୍ଚାରଣ

[ସମ୍ପାଦନା]
(ଶବାରୂଢ଼ା—ସ୍ତ୍ରୀ) 

(ଶବାସୀନ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ—(ଶବ+ଆରୂଢ଼; ୭ମୀ ତତ୍)

[ସମ୍ପାଦନା]

ଶବ ଉପରେ ବସିଥିବା —Seated on a corpse.