Jump to content

ଶବ୍ଦଗ୍ରହ

ଉଇକିଅଭିଧାନ‌ରୁ

ଶବ୍ଦଗ୍ରହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶବ୍ଦ+ଗ୍ରହ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ଯାହାଦ୍ୱାରା ଶବ୍ଦମାନ ଗୃହୀତ ବା ଅନଭୂତ ହୁଏ)

[ସମ୍ପାଦନା]
୧. ଶ୍ରବଣେନ୍ଦ୍ରିୟ; ଶ୍ରୁତି; କର୍ଣ୍ଣ —୧. The ear; sense of hearing.
୨. (+ଭାବ. ଅ)—ଶବ୍ଦ ବୋଧ; ଶବ୍ଦର ତାତ୍ପର୍ଯ୍ୟ ଜ୍ଞାନ —୨. Comprehending the sense of a word; the understanding of a word.
୩. ଏକପ୍ରକାର କାଳ୍ପନିକ ବାଣ (ହିନ୍ଦୀ - ଶ) —୩. A kind of imaginary arrow.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଶବ୍ଦକୁ ଗ୍ରହଣକାରୀ —Receiving a sound.