Jump to content

ଶବ୍ଦବହ

ଉଇକିଅଭିଧାନ‌ରୁ

ଶବ୍ଦବହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶବ୍ଦ+ବହ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଶବ୍ଦକୁ ଯେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବହିନିଏ — Carrying a wave of sound from one place to another.

ବିଶେଷ୍ୟ -

[ସମ୍ପାଦନା]
୧. ଆକାଶ — ୧. The sky.
୨. ବାୟୁ —୨. The air.