Jump to content

ଶବ୍ଦମହେଶ୍ୱର

ଉଇକିଅଭିଧାନ‌ରୁ

ଶବ୍ଦମହେଶ୍ୱର

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Ṡabda maheṡwara
  • ଆଇ.ପି.ଏ. — tˌaleboʃʃˈɔ bˈɔ hˈʌlˈʌntɔ dˈɔ mˈɔ hˈɔ ˈekaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମହାଦେବ —A name of Ṡiva.

[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ପାଣିନିଙ୍କ ବ୍ୟାକରଣ ରଚନା କରିବାକୁ ଶିବ ଆଦେଶ କରିଥିଲେ— ହିନ୍ଦୀ - ଶ; ସିଦ୍ଧାନ୍ତ କୌମୁଦୀରେ ଲେଖାଅଛି ଯେ "ନୃତ୍ୟା— ରସାନେ ନଟରାଜରାଜୋ; ନନାଦି ତକ୍କାଂ ନବ ପଞ୍ଚ ବାରଂ; ଊର୍ଦ୍ଧ୍ୱର୍ତୁକାମଃ ସନକାଦି ସିଦ୍ଧା—ନେତ୍ରଦ୍ୱ ମର୍ଷେ ଶିବ ସୂତ୍ରଜାଲମ୍—ଅର୍ଥାତ୍ ତାଣ୍ଡବ ନୃତ୍ୟ ଶେଷରେ ସନକାଦି ସିଦ୍ଧ ପୁରୁଷମାନଙ୍କୁ ଉଦ୍ଧାର କରିବା ପାଇଁ ଶିବ ୯+ ୫=୧୪: ଥର ଡ଼୍ୱରୁ ବଜାଇଲେ ପାଣିନି ବ୍ୟାକରଣର ପ୍ରଥମୋକ୍ତ ୧୪: ସୂତ୍ରର ସଂଖ୍ୟାରୁ ଜଣାଯାଏ ଯେ ଏହି ଶିବସୂତ୍ର ସମୂହ ଅଟେ]