Jump to content

ଶବ୍ଦାତିଗ

ଉଇକିଅଭିଧାନ‌ରୁ

ଶବ୍ଦାତିଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶବ୍ଦ+ଅତି+ଗମ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯାହା ଶବ୍ଦର ଗତିଠାରୁ ଚଞ୍ଚଳତର — ୧. Swifter than the velocity of words.
୨. ଶବ୍ଦତୀତ —୨. Beyond expression; inexpressible.

ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁଙ୍କର ନାମାନ୍ତର —An epithet of Bishṇu.