Jump to content

ଶବ୍ଦାତୀତ

ଉଇକିଅଭିଧାନ‌ରୁ

ଶବ୍ଦାତୀତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶବ୍ଦ+ଅତୀତ; ୬ଷ୍ଠୀ ତତ୍)

[ସମ୍ପାଦନା]

ଶବ୍ଦଦ୍ୱାରା ଅପ୍ରକାଶ୍ୟ —୧. Inexpressible by words.

୨. ବାକ୍ୟାତୀତ —୨. Beyond the power of words.

ବିଶେଷ୍ୟ -

[ସମ୍ପାଦନା]

ଭଗବାନଙ୍କର ନାମାନ୍ତର —An epithet of God.