Jump to content

ଶବ୍ଦାର୍ଥ ପ୍ରକାଶକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ ପ୍ରକାଶକ

ଉଚ୍ଚାରଣ

[ସମ୍ପାଦନା]
(ଶବ୍ଦାର୍ଥପ୍ରକାଶିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଂ.

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଶବ୍ଦର ଅର୍ଥ— ମାନଙ୍କୁ ବୁଝାଇ ଦିଏ —୧. Explaining the meaning of words.
୨. ଅଭିଧାନକାର —୨. Lexicographer.
୩. କ୍ଲୀ—ଅଭିଧାନ— — ୩. Dictionary.