Jump to content

ଶବ୍ଦାୟମାନ

ଉଇକିଅଭିଧାନ‌ରୁ

ଶବ୍ଦାୟମାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ଶବ୍ଦ୍ ଧାତୁ+ଯ (କ୍ୟଙ୍)=ଶବ୍ଦାୟ ନାମ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ଶବ୍ଦକାରୀ; ଯାହା ଶବ୍ଦ କରୁଅଛି —୧. Making a sound.
୨. ଯହିଁରୁ ଶବ୍ଦ ବାହାରୁଛି —୨. Ringing; resounding.