Jump to content

ଶବ୍ଦ କରିବା

ଉଇକିଅଭିଧାନ‌ରୁ

ଶବ୍ଦ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଜୀବ) ନିଜର କଣ୍ଠ ବା ଅବୟବାଦିଦ୍ୱାରା ଧ୍ୱନି ଉତ୍ପାଦନ କରିବା —୧. To produce a sound or noise.
୨. ପାଟି କରିବା —୨. To utter a sound, to cry.
୩. (ଜଡ଼ପଦାର୍ଥ) ଅନ୍ୟ ବସ୍ତୁର ପ୍ରତିଘାତ ବା ଭାର୍ଷଣଦ୍ୱାରା ଶବ୍ଦାୟମାନ ହେବା —୩. To resound; to produce a sound due to friction.