Jump to content
- ୧. ଯେଉଁ ପୁସ୍ତକରେ ଧାରାବାହିକରୂପେ ଭାଷାର ଶବ୍ଦମାନ ସଂଗୃହୀତ ହୋଇଥାଏ — ୧. A compilation of words; lexicon; word book; vocabulary.
- ୨. ଯେଉଁ ପୁସ୍ତକରେ ଭାଷାର ଶବ୍ଦ ଓ ଶବ୍ଦାର୍ଥମାନ ଲିପିବଦ୍ଧ ହୋଇଥାଏ; ଅଭିଧାନ; ଡିକ୍ସିନାରୀ; ଶବ୍ଦାର୍ଥ ପ୍ରକାଶକ ଗ୍ରନ୍ଥ —୨. A dictionary.