ଶବ୍ଦ ଚୌର୍ଯ୍ୟ
ଅପର ଗ୍ରନ୍ଥକାର ବା ଲେଖକଙ୍କ ରଚିତ ବା ବ୍ୟବହୃତ ଶବ୍ଦକୁ ଆପଣାର ବୋଲି ପ୍ରକାଶ କରିବା ପାଇଁ ଆପଣା ଲେଖାରେ ଉକ୍ତ ଶବ୍ଦର ବ୍ୟବହାର —Plagiarism; act of plagiarising.