Jump to content

ଶବ୍ଦ ତରଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦ ତରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶବ୍ଦ+ତରଙ୍ଗ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଶବ୍ଦର ବା ଧ୍ୱନିର ଢେଉ; (ଯାହାର ବାୟୁଦ୍ୱାରା ସ୍ଥାନାନ୍ତରକୁ ନୀତ ହୁଏ) —୧. Sound-waves.
୨. ଉପର୍ଯ୍ୟୁପରି ନିଃସୃତ ଶବ୍ଦ; ଅନର୍ଗଳ ଧ୍ୱନି — ୨. Repeatedly hissing sound; sounds succeeding one another like awave; an uninterrupted sound; a succession of tones or sounds or noise.