Jump to content

ଶବ୍ଦ ପ୍ରବୃତ୍ତି

ଉଇକିଅଭିଧାନ‌ରୁ

ଶବ୍ଦ ପ୍ରବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶବ୍ଦର ଉତ୍ପତ୍ତି —The orgin of words.
୨. ବୈଖରୀ, ମଧ୍ୟମା, ପଶ୍ୟନ୍ତୀ ଏବଂ ସୂକ୍ଷ୍ମା ବା ପରା, ଏହି ଚତୁର୍ବିଧ ବାଙ୍ନିଷ୍ପତ୍ତି — ୨. Four modes of expressing words; oral expression.