ଶବ୍ଦ ବେଧୀ
ଦେଖଣା
ଶବ୍ଦ ବେଧୀ
ଉଚ୍ଚାରଣ
[ସମ୍ପାଦନା](ଶବ୍ଦବେଧିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ଶବ୍ଦ+ବ୍ୟଧ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)
[ସମ୍ପାଦନା]ଶବ୍ଦଭେଦୀ (ଦେଖ) - — Ṡabdabhedī (See).
ବିଶେଷ୍ୟ -
[ସମ୍ପାଦନା]- ୧. ରାଜା ଦଶରଥ —୧. King Daṡaratha.
- ୨. ଅର୍ଜୁନ —୨. Arjuna.
- ୩. ଶବ୍ଦଭେଦୀ ବାଣ — ୩. An arrow which hits a target by following the sound.
- ୪. ଯେଉଁ ବ୍ୟକ୍ତିର ବା ବାଣର ଶବ୍ଦରେ ଶତ୍ରୁର ଭୀତି ଜନ୍ମେ —୪. An arrow or person who produces fear in the mind of the enemy by its or his sound.