ଶବ୍ଦ ବୋଧ
ଦେଖଣା
ଶବ୍ଦ ବୋଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଶବ୍ଦ+ବୋଧ; ୬ଷ୍ଠୀ ତତ୍)
[ସମ୍ପାଦନା]- ୧. ଶବ୍ଦର ବା ଧ୍ୱନିର ଜ୍ଞାନ —୧. Knowledge of words or sounds.
- ୨. ଶବ୍ଦର ଅର୍ଥ ବୁଝିବା —୨. Understanding the meaning of words.
- ୩. (ସ୍ମୃତିଶାସ୍ତ୍ର) ସାକ୍ଷୀଦ୍ୱାରା ପ୍ରାପ୍ତଜ୍ଞାନ; ଯେଉଁ ଜ୍ଞାନ ସାକ୍ଷୀର ପ୍ରମାଣରୁ ମିଳେ (ହିନ୍ଦୀ - ଶ) —୩. (Law) knowledge derived from oral evidence.