ଶବ୍ଦ ବ୍ରହ୍ମ
ଦେଖଣା
ଶବ୍ଦ ବ୍ରହ୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଶବ୍ଦରୂପ ବ୍ରହ୍ମ; ରୂପକକର୍ମଧାରୟ)
[ସମ୍ପାଦନା]- ୧. ଶବ୍ଦାତ୍ମକ ବ୍ରହ୍ମ ଓ କାରାଦି —୧. The Soul of the universe from which the sounds originate or emanate.
[ଦ୍ରଷ୍ଟବ୍ୟ —ବେଦାଦି ଶାସ୍ତ୍ରରେ ନାଦବିନ୍ଦୁ ସମ୍ୱଳିତ ଓଁ କାର ପ୍ରଭୃତି ଶବ୍ଦ ବ୍ରହ୍ମ ବୋଲି ବର୍ଣ୍ଣିତ ହୋଇଅଛି; ମୈତ୍ରେୟୋପନିଷଦରେ ଶବ୍ଦ ବ୍ରହ୍ମ ଓ ପରବ୍ରହ୍ମ ଭେଦରେ ବ୍ରହ୍ମର ଦୁଇ ପ୍ରକାର ଭେଦ କଳ୍ପିତ ହୋଇଅଛି
- ୨. ଶ୍ରୁତି; ବେଦ —୨. The Bedas.
[ଦ୍ରଷ୍ଟବ୍ୟ —ଏହା ଅପୌରୂଷେୟ ବା ଈଶ୍ୱରଙ୍କଯାରୁ ଆଗତ ବୋଳି ହିନ୍ଦୁମାନେ ବିଶ୍ୱାସ କରନ୍ତି]