ଶବ୍ଦ ଭେଦୀ
ଦେଖଣା
ଶବ୍ଦ ଭେଦୀ
ଉଚ୍ଚାରଣ
[ସମ୍ପାଦନା]ଶବ୍ଦଭେଦିନୀ—ସ୍ତ୍ରୀ, ଶବ୍ଦଭେଦିତା—ବି'
ସଂସ୍କୃତ - ବିଶେଷଣ - ପୁଂ. (ଶବ୍ଦ+ଭିଦ୍ ଧାତୁ+କର୍ତ୍ତୃ. ଇନ୍ ୧ମା. ୧ବ)
[ସମ୍ପାଦନା]ଲକ୍ଷ୍ୟ ବସ୍ତୁର ଶବ୍ଦକୁ ବାରି ଯେ ଲକ୍ଷ୍ୟକୁ ବିଦ୍ଧ କରି ପାରନ୍ତି —Able to hit at a target by following the sound.
ବିଶେଷ୍ୟ -
[ସମ୍ପାଦନା]- ୧. ରାଜା ଦଶରଥ —୧. King Daṡaratha.
- ୨. ଅର୍ଜୁନ — ୨. Arjuna.
- ୩. ଶବ୍ଦକୁ ବାରି ଲକ୍ଷ୍ୟଭେଦକାରୀ ବାଣ — ୩. A kind of arrow hitting at an invisible target by the sound only.
- ୪. ପାୟୁ; ଗୁହ୍ୟଦ୍ୱାର —୪. The anus.