Jump to content

ଶବ୍ଦ ଶକ୍ତି

ଉଇକିଅଭିଧାନ‌ରୁ

ଶବ୍ଦ ଶକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଶବ୍ଦର କ୍ଷମତା ବା ଅର୍ଥ — ୧. The force or signification of a word.
୨. ଶବ୍ଦର ଅଭିଧା, ଲକ୍ଷଣା, ବ୍ୟଞ୍ଜନଆଦି ଅର୍ଥବୋଧକ ବୃତ୍ତିଚୟ —୨. The power of words to convey different literal, inferred and allegorical meaning.

[ଦ୍ରଷ୍ଟବ୍ୟ —ଶବ୍ଦର ଯେଉଁ ଶକ୍ତିଦ୍ୱାରା କୌଣସି ବିଶେଷ ଭାବ ପ୍ରଦର୍ଶିତ ହୁଏ ତାକୁ ଶବ୍ଦଶକ୍ତି ବୋଲାଯାଏ ଯଦି ଶବ୍ଦ କୌଣସି ବାକ୍ୟର ବା ବାକ୍ୟାଂଶର ଅଙ୍ଗ ହୋଇଥାଏ, ତେବେ ତହିଁରେ ଅର୍ଥ ସାଧାରଣ ଗୃହୀତ ଅର୍ଥ ବା ବାକ୍ୟର ତାତ୍ପର୍ଯ୍ୟ ଅନୁସାରେ ସାଧାରଣ ଅର୍ଥରୁ କିଛି ଭିନ୍ନ ହୁଏ ଯେଉଁ ଶକ୍ତି ଅନୁସାରେ ଉକ୍ତ ସାଧାରଣ ଅର୍ଥ ବା ସାଧାରଣ ଅର୍ଥରୁ ଭିନ୍ନ ଅର୍ଥ ପ୍ରକଟିତ ହୁଏ ତାକୁ ଶବ୍ଦ ଶକ୍ତି ବୋଲାଯାଏ ଶବ୍ଦଶକ୍ତି ୩ ପ୍ରକାର—ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା ଏ ତିନି ଶକ୍ତିରୁ ପ୍ରକଟିତ ଅର୍ଥ ଯଥାକ୍ରମେ ବାଚ୍ୟ, ଲକ୍ଷ୍ୟ ଓ ବ୍ୟଙ୍ଗ ଏବଂ ଏହି ଭିନ୍ନ ଭିନ୍ନ ଅର୍ଥକୁ ପ୍ରକଟିତ କରିବା ଶବ୍ଦମାନଙ୍କୁ ଯଥାକ୍ରମେ ବାଚକ, ଲକ୍ଷକ ଓ ବ୍ୟଞ୍ଜକ ବୋଲା— ଯାଏ—ହିନ୍ଦୀ - ଶ]