ଶବ୍ଦ ସାଧନ
ବ୍ୟାକରଣର ଯେଉଁ ଅଙ୍ଗରେ ଶବ୍ଦମାନଙ୍କର ବ୍ୟୁତ୍ପତ୍ତି, ଭେଦ ଓ ରୂପାନ୍ତର ଆଦି ଆଲୋ— ଚିତ ହୋଇଥାଏ —(grammer) Etymology
[ଦ୍ରଷ୍ଟବ୍ୟ —ଶବ୍ଦମାନଙ୍କ ସଂଜ୍ଞା, କ୍ରିୟା, ବିଶେଷଣ, କ୍ରିୟା— ବିଶେଷଣ, ସର୍ବନାମ ଆଦି ବ୍ୟାକରଣର ଏହି ଅଙ୍ଗର ଅନ୍ତର୍ଗତ—ହିନ୍ଦୀ - ଶ]