ଶବ୍ଦ ହୀନ
ଦେଖଣା
ଶବ୍ଦ ହୀନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଶବ୍ଦ+ହୀନ; ୩ୟା ତତ୍)
[ସମ୍ପାଦନା]- ୧. ନୀରବ; ନିଃଶଦ —୧. Silent.
- ୨. ଶବ୍ଦ ଶୂନ୍ୟ — ୨. Soundless.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶବ୍ଦମାନଙ୍କର ଏପରି ପ୍ରୟୋଗ, ଯାହା ପୂର୍ବଚାର୍ଯ୍ୟାମାନେ ପ୍ରୟୋଗ କରି ନାହାନ୍ତି (ହିନ୍ଦୀ - ଶ) —Application of a word which has not been done by classical writers.