ଶବ୍ଦ (ଶୁଣିବା)
ଦେଖଣା
ଶବ୍ଦ (ଶୁଣିବା)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ଶବଦ ମାନିବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିର ଡାକ ଶୁଣି ଉକ୍ତ ଡାକର ଜବାବ ଦେବା — To respond to a sound or call.
[ଦ୍ରଷ୍ଟବ୍ୟ —ମୃତ ବା ମୂର୍ଚ୍ଛିତ ବ୍ୟକ୍ତି ଶବ୍ଦ ମାନେ ନାହିଁ ଅର୍ଥାତ୍, କୌଣସି ଶବ୍ଦ ବା ଡାକ ଦେଲେ ସେ ତାହା ବରି ପାରେ ନାହିଁ, କିମ୍ୱା ତହିଁର ଉତ୍ତର ଦିଏ ନାହିଁ]