ଶବ ଦହନ
(ଶବଦାହ—ଅନ୍ୟରୂପ)
ମୁର୍ଦ୍ଦାର ପୋଡ଼ା; ମୃତବ୍ୟକ୍ତିର ଶବକୁ ପୋଡ଼ିବାରୂପ ସଂସ୍କାର —Cremation; burning of a corpse to ashes.
(ଦ୍ର— ହିନ୍ଦୁମାନଙ୍କ ମଧ୍ୟରେ ଶବକୁ ପୋଡ଼ିବାର ଏବଂ ଖ୍ରୀଷ୍ଟିଆନ ଓ ମୁସଲମାନମାନଙ୍କ ମଧ୍ୟରେ ଶବକୁ ପୋତିବାର ରୀତି ଅଛି)