ଶବ ରଥ
ଦେଖଣା
ଶବ ରଥ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶବ ରଥ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୃତଦେହବହନୋପଯୋଗୀ ଯାନ; ମୁର୍ଦ୍ଦାରବୁହା ରଥ କିମ୍ୱା କୋକେଇ ବା କଫିନ୍ — ୧. A conveyance for carrying the dead body to the cremation ground or burial place; hearse.
- ୨. ମୁର୍ଦ୍ଦାର ବୁହା ଖଟିଆ —୨. A bedstead for carrying the dead body.