Jump to content

ଶମକ

ଉଇକିଅଭିଧାନ‌ରୁ

ଶମକ

ଉଚ୍ଚାରଣ

[ସମ୍ପାଦନା]
(ଶମିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଶମ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଉପଶମକାରକ — ୧. Alleviating; assuaging.
୨. ଶାନ୍ତି— କାରକ —୨. Pacifying.
୩. ନିବୃତ୍ତିକାରକ — ୩. Restraining.