ଶମକାଇବା
ଦେଖଣା
ଶମକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଶମ୍ୱ ଶବ୍ଦରୁ ନାମଧାତୁ)
[ସମ୍ପାଦନା]ଢିଙ୍କିର ଥୋର ବା ପାହାର (ଯହିଁରେ ଶମା ଲାଗିଥାଏ ତାହା)ଦ୍ୱାରା ଢିଙ୍କି ମୁଣ୍ଡର ଗାତ ମଧ୍ୟରେ ସ୍ତୂପୀକୃତ ବସ୍ତୁମାନଙ୍କୁ ଜୋର୍ରେ କୁଟିବା —To pound or beat vigorously any article put in the hole by the pestle of Dhiṅki.
[ଉ—ଦେ ଶମକୋଇଲୋ ! ଢିଙ୍କିଦେଶଜ - ଶମକୋଇଲୋ ! ଶମା କୁଟଇ ଧାନାଦି ସଉତୁଣୀ ଢିଙ୍କି ଲାଞ୍ଜିରେ ଖାଆନ୍ତି ବଙ୍ଗଳା ପାନ ଢିଙ୍କିକୁଟା ଗୀତ]