Jump to content

ଶମତା

ଉଇକିଅଭିଧାନ‌ରୁ

ଶମତା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଭ୍ରମାତ୍ମକ ପ୍ରୟୋଗ)

[ସମ୍ପାଦନା]
୧. ନିବୃତ୍ତି —୧. Cessation.
୨. ଶାନ୍ତି —୨. Tranquility; calmness.
୩. ଉପଶମ —୩. Assuaging; relief; alleviation.
୪. ମୁକ୍ତି —୪. Liberation.

[ଦ୍ରଷ୍ଟବ୍ୟ —'ଶମ' ଶବ୍ଦ ସଂସ୍କୃତଭାଷାରେ ଗୁଣବାଚକ ବା କ୍ରିୟା— ବାଚକ ବିଶେଷ୍ୟ, ତହିଁରେ 'ତା' ପ୍ରତ୍ୟୟ କରି ପୁଣି ବିଶେଷ୍ୟ ପଦ କରବା ବ୍ୟାକରଣ ବିରୁଦ୍ଧ ପ୍ରକୃତିବାଦ ପ୍ରଭୃତି ବଙ୍ଗଳା ଅଭିଧାନମାନଙ୍କରେ ଏ ଶବ୍ଦ ସଂସ୍କୃତମୂଳକ ବୋଲି ସଙ୍କେତ କରାଯାଇ ଅଛି; ମାତ୍ର ବିଖ୍ୟାତ ସଂସ୍କୃତ ଅଭିଧାନପ୍ରଣେତା ଆପ୍ତେ ଓ ମନିଅର ଇଉଲିୟମ୍ 'ଶମତା' ଶବ୍ଦକୁ ସେମାନଙ୍କ ସଂସ୍କୃତ ଅଭିଧାନମାନଙ୍କରେ ସ୍ଥାନ ଦେଇ ନାହାନ୍ତି ତେଣୁ ଏହାକୁ ଦେଶଜ ବା ଅସଂସ୍କୃତ ଶବ୍ଦରୂପେ ଆମ୍ୱେମାନେ ଗ୍ରହଣ କଲୁ ]